19 MAY 2020

#coronaawarenessmessage
#newcreativechannel
#video
#by
#biren

ନମସ୍କାର ଓଡି଼ଶା 🙏🙏🙏

ବର୍ତ୍ତମାନ ସାରା ଦେଶରେ କରୋନା ଭୂତାଣୁ କାୟା ବିସ୍ତାର କରି ସହ ସହ ଜୀବନ ନେଇ ସାରିଲାଣି ।ସେଇ ଭୁତାଣୁ କୁ ରୋକିବା ପାଇଁ କୋୖଣସି medicine ଏଯାଏ ତିଆରି ହେଇନି। କେବଳ ସଚେତନ ଦ୍ବାରା ଏହି ରୋଗ କୁ ପ୍ରତୀହତ କରାଯାଇପାରିବ।
ମୁ‌ ଏହି video ରେ କରୋନା କବଳରୁ ରକ୍ଷା ପାଇବା ପାଇଁ କେତୋଟି tips କବିତା ମାଧ୍ୟମରେ କହିଛି ଆପଣମାନେ ମନଦେଇ ଶୁଣନ୍ତୁ ଏବଂ କାର୍ଯ୍ୟ ରେ ଲଗାନ୍ତୁ । ନିଶ୍ଚିତ କରୋନା କବଳରୁ ମୁକ୍ତି ପାଇପାରିବେ।

‌‌ଜୟ ଜଗନ୍ନାଥ 🙏🙏🙏🙏



Read More

Receive the latest news

For Interesting News & Offers Join Now !!!

Get notified about new articles